ନାଚୁଣୀ ମହାବିଦ୍ୟାଳୟରେ ଯୋଗ ଦେଲେ ନୂଆ ଅଧ୍ୟକ୍ଷ

thesamikhsya
0 Min Read
ନାଚୁଣୀ ମହାବିଦ୍ୟାଳୟରେ ଯୋଗ ଦେଲେ ନୂଆ ଅଧ୍ୟକ୍ଷ

ନାଚୁଣୀ : ନାଚୁଣୀ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ନାରାୟଣ ବଳିୟାରସିଂ। ସେ ପୂର୍ବରୁ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗଣିତ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ।

ଦାୟିତ୍ଵ ଗ୍ରହଣ ସମୟରେ ପୂର୍ବତନ ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ରଙ୍କ ସହ ଅଧ୍ୟାପକ ଅଜିତ କୁମାର ଦାସ , ଛବି ରାମ ପରିଡ଼ା , ଗୋଲକ ବିହାରୀ ବାରିକ , ପ୍ରଦୀପ କୁମାର ରଥ , ଦେବଦତ୍ତ ପାଣି ପ୍ରମୁଖ ଅଧ୍ୟାପକ ମିଳିତ ଭାବେ ଅଭିବାଦନ ଜଣାଇ ଥିଲେ।

Share this Article