ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ବିଭାଗକୁ ନିର୍ଦ୍ଦେଶ

thesamikhsya
1 Min Read

ଖୋର୍ଦ୍ଧା: ଆଜି ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗର ଏସ. କେ ଲୋହାନି, ମୁଖ୍ୟ ସଚିବ ଵି.ପରମେଶ୍ୱର, ନିର୍ଦ୍ଦେଶକ, ପ୍ରମୋଦ କୁମାର ନାୟକ ମୁଖ୍ୟ ଯନ୍ତ୍ରୀ, ଆର. ଡବ୍ଲୁ. ଏସ. ଏସ (ଗ୍ରାମୀଣ ଜଳ ପରିମଳ ସେବା, ରଶ୍ମିତା ଦାଶ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ, ଦିଗନ୍ତ ରାଉତରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବେଗୁନିଆ, ରଜନୀକାନ୍ତ ପାଣିଗ୍ରାହୀ, ଆଶିଷ୍ଟଣ୍ଟ ଯନ୍ତ୍ରୀ, ଆର. ଡବ୍ଲୁ. ଏସ ଏସ, ଗୁଣ୍ଡିଚା ବେହେରା, ଆସିଷ୍ଟାଣ୍ଟ ଡିରେକଟର, ଓରମାସ, ପ୍ରମୁଖ ପ୍ରଥମେ ବୈଦେଶ୍ଵର ଠାରେ ମହାନଦୀ ପାନୀୟ ପ୍ରକଳ୍ପ In take well ର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଦ୍ୱିତୀୟରେ ସାନ ନୟାପଲ୍ଲୀ water Treatment plant ତ୍ୱରାନ୍ୱିତ କରିବାକୁ ଏବଂ push palla water Treatment plant ତ୍ୱରାନ୍ୱିତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

Share this Article