କରୋନା ଅପଡେଟ୍: ଗତ ୨୪ ମଧ୍ୟରେ ଦେଶରେ ୧୨ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

thesamikhsya
0 Min Read

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୨ ହାଜାର ୫୯୧ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। କିନ୍ତୁ ପୂର୍ବ ଗତକାଲି ୧୦ ହଜାର ୫୪୨ ନୂତନ ମାମଲା ପଞ୍ଜିକୃତ ହୋଇଥିଲା। ଏହି ପରିପ୍ରେକ୍ଷୀରେ, ଆଜି କରୋନାର ନୂତନ ମାମଲାରେ ବୃଦ୍ଧି ଘଟିଛି। କରୋନାର ବୃଦ୍ଧି ସଂକ୍ରମଣ ପୁଣି ଥରେ ମୁଣ୍ଡବିନ୍ଧା ବଢାଇ ଦେଇଛି।

Share this Article