Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଭାରତୀୟ ପ୍ରେସ ପରିଷଦ ବା ପିସିଆଇ ନାମ ବ୍ୟବହାରକୁ ବାରଣ
    ଆଜିର ଖବର

    ଭାରତୀୟ ପ୍ରେସ ପରିଷଦ ବା ପିସିଆଇ ନାମ ବ୍ୟବହାରକୁ ବାରଣ

    June 5, 2025No Comments1 Min Read
    Facebook Twitter LinkedIn Email WhatsApp Copy Link

    ଖୋର୍ଦ୍ଧା: ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉଁସିଲ୍ ଅଫ ଇଣ୍ଡିଆ, ଭାରତୀୟ ଆଇନ ବ୍ୟବସ୍ଥା ମୁତାବକ ଏବଂ ପିସିଆଇ ଆକ୍ଟ ୧୯୭୮ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଏକ ସ୍ବୟଂଚାଳିତ ବିଧି ସଂସ୍ଥା ଅଟେ ଯାହା ଗଣମାଧ୍ୟମ ଅନୁଷ୍ଠାନ ଗୁଡ଼ିକୁ ସେମାନଙ୍କ ଅଧିକାର ଓ କ୍ଷମତା ସୁରକ୍ଷା ଦେବାରେ କାର୍ଯ୍ୟ କରିଥାଏ। କୌଣସି ଗଣମାଧ୍ୟମ ଅନୁଷ୍ଠାନ ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉଁସିଲ ଅଫ ଇଣ୍ଡିଆ (ପି ସି ଆଇ) ବ୍ୟବହାର କରିବା ଭାରତୀୟ ଆଇନ ବିଧି ବ୍ୟବସ୍ଥା ସେକ୍ସନ ୩ ପ୍ରବେଶ ୭ (ii) କୁ ଉଲଂଘନ କରୁଅଛି।

    କିନ୍ତୁ କେତେକ ଜାଗାରେ ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ନାମ ବ୍ୟବହାର କେନ୍ଦ୍ର ସରକାର, ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପି ସି ଆଇ) ଓ ସର୍ବୋଚ୍ଚ ନ୍ୟାୟଳୟ ର ଦୃଷ୍ଟି ଗୋଚର ହୋଇଛି ଯାହା ଭାରତୀୟ ପ୍ରେସ ପରିଷଦ ବା ପି ସି ଆଇ ସମ୍ମାନର ମାନ କ୍ଷୁର୍ଣ୍ଣ ହେଉଛି। ବିଶେଷ କରି ପ୍ରେସ ସ୍ଵାଧୀନତାକୁ ସୁରକ୍ଷିତ ରଖିବା ଓ ଗଣମାଧ୍ୟମ ଗୁଡିକର କ୍ଷମତାକୁ ଅକ୍ଷୁର୍ଣ୍ଣ ରଖିବା ଭାରତୀୟ ପ୍ରେସ ପରିଷଦ ବା ପିସିଆଇ ର କାର୍ଯ୍ୟ ପରିସରଭୁକ୍ତ ଅଟେ।

    ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) କାର୍ଯ୍ୟାଳୟ କେବଳ ଭାରତର ରାଜଧାନୀ ନୂଆଦିଲ୍ଲୀ ଠାରେ ଅବସ୍ଥିତ ଅଛି। ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ଦେଶର ଅନ୍ୟ କୌଣସି ସ୍ଥାନରେ ଏହାର ଶାଖା କାର୍ଯ୍ୟାଳୟ ନାହିଁ। ତେଣୁ କୌଣସି ଠାରେ କୌଣସି ସ୍ଥାନରେ କୌଣସି ବ୍ୟକ୍ତି ବିଶେଷ, ଗଣମାଧ୍ୟମ, ଅନୁଷ୍ଠାନ ଗୁଡ଼ିକ, ଭାରତୀୟ ପ୍ରେସ ପରିଷଦ ବା ପିସିଆଇ ନାମ ବ୍ୟବହାର କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ସର୍ବୋଚ୍ଚ ନ୍ୟାୟଳୟ ସୂଚନା ଜାରି କରିଛନ୍ତି।

    ପ୍ରେସ କାଉଁସିଲ୍ ଅଫ ଇଣ୍ଡିଆ ଭାରତୀୟ ପ୍ରେସ ପରିଷଦ
    Share. Facebook Twitter LinkedIn Email WhatsApp Copy Link
    Previous Article୬୫ ବର୍ଷୀୟ ପିନାକୀ ମିଶ୍ରଙ୍କୁ ଗୁପ୍ତରେ ବିବାହ କଲେ ମହୁଆ ମୋଇତ୍ରା!, ଭାଇରାଲ ହେଲା ଫଟୋ
    Next Article ନିମାପଡା ବିଜେପି ରାଜନୀତି ସରଗରମ, ପୂର୍ବତନ ମନ୍ତ୍ରୀ ସମୀର ଦାସ ବନାମ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.