Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବାହାରିଲା ୧୨୫ଟି ହୋମଗାର୍ଡ ପାଇଁ ନିଯୁକ୍ତି, ଶିକ୍ଷାଗତ ଯୋଗ୍ୟତା ୫ମ ପାଶ୍, ଆଜିଠାରୁ ଆବେଦନ ଆରମ୍ଭ
    ଆଜିର ଖବର

    ବାହାରିଲା ୧୨୫ଟି ହୋମଗାର୍ଡ ପାଇଁ ନିଯୁକ୍ତି, ଶିକ୍ଷାଗତ ଯୋଗ୍ୟତା ୫ମ ପାଶ୍, ଆଜିଠାରୁ ଆବେଦନ ଆରମ୍ଭ

    June 10, 2025No Comments1 Min Read
    Facebook Twitter LinkedIn Email WhatsApp Copy Link
    agniveer
    https://koraput.odisha.gov.in/advertisement/advertisement-filling-vacancies-home-guards-different-police-stations-and-other

    ଭୁବନେଶ୍ବର: ପ୍ରକାଶ ପାଇଛି ୧୨୫ଟି ହୋମଗାର୍ଡ ପାଇଁ ନିଯୁକ୍ତି। କୋରାପୁଟ ଜିଲ୍ଲା ପାଇଁ ଏହି ନିଯୁକ୍ତି ପ୍ରଦାନ କରାଯିବ। ସେଥିପାଇଁ କୋରାପୁଟ ପୋଲିସ ତରଫରୁ ଏହି ନିଯୁକ୍ତି ପ୍ରକାଶ କରାଯାଇଛି। ଆଜିଠାରୁ ଅର୍ଥାତ ୧୦ ତାରିଖରୁ ପ୍ରାର୍ଥୀମାନେ କୋରାପୁଟ କମାଣ୍ଡାଣ୍ଟ ହୋମଗାର୍ଡସ ଅଫିସରେ ଆବେଦନ ଦାଖଲ କରିପାରିବେ। ଏହି ଦାଖଲ ଆସନ୍ତା ୨୫ ତାରିଖ ପର‌୍ୟ୍ୟନ୍ତ ଚାଲିବ।

    ଏଥିରେ ପ୍ରାର୍ଥୀଙ୍କ ବୟସ ସୀମା ୨୦ ବର୍ଷରୁ କମ ହୋଇ ନ ଥିବା ୬୦ ବର୍ଷରୁ ଅଧିକ ହୋଇ ନ ଥିବ। ହେଲେ ପ୍ରାର୍ଥୀ କୋରାପୁଟର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ପାଶ କରିଥିବା ଆବଶ୍ୟକ। ଏଥିସହିତ ଯେଉଁମାନେ ଟେଲରିଂ, ବିନ୍ଧାଣୀ, ଇଲଟ୍ରିକସିଆନ, ପାଇପ ମିସ୍ତ୍ରୀ, ଏସି କାରୀଗର ପ୍ରଭୃତି ଦକ୍ଷତା ଥିବ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ। ବିସ୍ତୁତ ବିବରଣୀ ପାଇଁ ତଳ ଲିଙ୍କକୁ କ୍ଲିକ କରନ୍ତୁ।

    କ୍ଲିକ କରନ୍ତୁ- କୋରାପୁଟ ଜିଲ୍ଲାପାଇଁ ହୋମଗାର୍ଡ ନିଯୁକ୍ତି ସୂଚନା

    job କୋରାପୁଟ ହୋମଗାର୍ଡ ନିଯୁକ୍ତି
    Share. Facebook Twitter LinkedIn Email WhatsApp Copy Link
    Previous ArticleReliance Trends Raja Offer: ଶ୍ରେଷ୍ଠ ରଜ ଲୁକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପାଆନ୍ତୁ ପୁରସ୍କାର
    Next Article ମହଙ୍ଗା ପଡିଲା ବିବାହିତା ମହିଳାଙ୍କ ଅଶ୍ଳିଳ ଫଟୋ ଭାଇରାଲ କରିବା: ଜେଲ ଗଲା ଅଭିଯୁକ୍ତ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.