Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ପାର୍ଟ ପ୍ଲଟ ବିକ୍ରି ପାଇଁ ମିଳିଲା ଅନୁମତି, ଖୁବ ଶିଘ୍ର ଫ୍ଲାଟ ବିକ୍ରି ପାଇଁ ଖୋଲିବ ବାଟ
    ଆଜିର ଖବର

    ପାର୍ଟ ପ୍ଲଟ ବିକ୍ରି ପାଇଁ ମିଳିଲା ଅନୁମତି, ଖୁବ ଶିଘ୍ର ଫ୍ଲାଟ ବିକ୍ରି ପାଇଁ ଖୋଲିବ ବାଟ

    June 11, 2025No Comments1 Min Read
    Facebook Twitter LinkedIn Email WhatsApp Copy Link
    ପାର୍ଟ ପ୍ଲଟ ବିକ୍ରି
    ପାର୍ଟ ପ୍ଲଟ ବିକ୍ରି ପାଇଁ ମିଳିଲା ଅନୁମତି, ଖୁବ ଶିଘ୍ର ଫ୍ଲାଟ ବିକ୍ରି ପାଇଁ ଖୋଲିବ ବାଟ

    ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି। ସେହି ଅନୁସାରେ ଏଣିକି ପାର୍ଟ ପ୍ଲଟ ବିକ୍ରି କରିପାରିବେ। ପୂର୍ବରୁ ଏହି ବିକ୍ରି ବନ୍ଦ କରିଦିଆଯାଇଥିଲା। ହେଲେ ବହୁ ଘଣ୍ଟାଚକଟା ପରେ ଏବେ ରାଜସ୍ବ ବିଭାଗ ଏହି ନିଷ୍ପତି ଗ୍ରହଣ କରିଛି। ଯେଉଁମାନେ ପାର୍ଟ ପ୍ଲଟ ବିକ୍ରି କରିବା ପାଇଁ ଚାହୁଛନ୍ତି ସେମାନେ ଏବେ ଆବେଦନ କରି ବିକ୍ରି କରିପାରିବେ।

    ତେବେ ବର୍ତ୍ତମାନ ୫ ହଜାର ୨୦୦ ସ୍କୋୟାର ଫୁଟ୍ ପାର୍ଟ ପ୍ଲଟ ବିକିବା ପାଇଁ ଅନୁମତି ଦିଆଯାଇଛି। ପ୍ଲଟିଂ କରି ବିକୁଥିଲେ ଲେଆଉଟ ପ୍ରସ୍ତୁତ କରିବାକୁ ପଡ଼ିବ । ୯ ମିଟର ରାସ୍ତା ଛାଡ଼ି ବିକିବାକୁ ହେବ । ଡ୍ରେନ, ପାର୍କିଂ, ଖାଲି ସ୍ଥାନ ପାଇଁ ଅନୁସାଙ୍ଗିକ ବ୍ୟବସ୍ଥା ରଖିଲେ ଆଉଟ କରି ବିଡିଏ କିମ୍ବା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ।ତେବେ ଏ ନେଇ ଖୁବ ଶିଘ୍ର ଗେଜେଟ ନୋଟିଫିକେସନ କରାଯିବ। ଏହାପରେ ବିକ୍ରି ଆରମ୍ଭ ହେବ।

    ଦୀର୍ଘ ବର୍ଷ ଧରି ପାର୍ଟ ପ୍ଲଟ ହେଉ କିମ୍ବା ସବ ପ୍ଲଟ, ସେହିପରି ଫ୍ଲାଟ ବା ଘର ବିକ୍ରି ପାଇଁ କଟକଣା ଲାଗୁ ରହିଛି। ଫଳରେ ଯେଉଁମାନେ କିଛି ଜରୁରୀ କାର୍ଯ୍ୟ ପାଇଁ ଜମି ବିକ୍ରି କରିବାକୁ ଚାହିଁଲେ ବି ତାହା କରିପାରୁ ନ ଥିଲେ। ବର୍ତ୍ତମାନ ଏହି କଟକଣ ହଟିବା ପରେ ତାହା କିଛି ଅଂଶରେ ଅସ୍ବସ୍ଥି ଦେଇଛି। ଏହାପରେ ଖୁବ ଶିଘ୍ର ଫ୍ଲାଟ ବିକ୍ରିପାଇଁ ବାଟ ଫିଟିବ ବୋଲି ଜଣାପଡିଛି।

    Plot Sale ପାର୍ଟ ପ୍ଲଟ ବିକ୍ରି
    Share. Facebook Twitter LinkedIn Email WhatsApp Copy Link
    Previous Articleଓଡ଼ିଶାରୁ ରାଜସ୍ଥାନ ଯାଉଥିବା ୫୨ କିଲୋ ଗଞ୍ଜେଇ ଜବତ, ୪ ଚୋରା ଚାଲାଣକାରୀ ଗିରଫ
    Next Article ଆସନ୍ତାକାଲିଠାରୁ ଶ୍ରୀଅଲରାନାଥ ଦର୍ଶନ, ଶ୍ରୀମନ୍ଦିରରେ ପୂଜା ପାଇବେ ପଟ୍ଟିଦିଅଁ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.