Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅନ୍ତରାଷ୍ଟ୍ରୀୟ»ଇରାନ ସୀମା ଭିତରେ ପଶି ଆକ୍ରମଣ କଲା ଆମେରିକା, ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଲେ ଘୋଷଣା
    ଅନ୍ତରାଷ୍ଟ୍ରୀୟ

    ଇରାନ ସୀମା ଭିତରେ ପଶି ଆକ୍ରମଣ କଲା ଆମେରିକା, ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଲେ ଘୋଷଣା

    June 22, 2025No Comments1 Min Read
    Facebook Twitter LinkedIn Email WhatsApp Copy Link
    Iran3
    ଇରାନ ସୀମା ଭିତରେ ପଶି ଆକ୍ରମଣ କଲା ଆମେରିକା, ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଲେ ଘୋଷଣା

    The Samikhsya Desk: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନର ଫୋର୍ଡଓ ସମେତ ତିନୋଟି ପରମାଣୁ ସ୍ଥାନ ଉପରେ ଆମେରିକା ଆକ୍ରମଣ କରିଛି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି ଯେ ଇରାନର ଫୋର୍ଡଓ, ନାଟାଞ୍ଜ ଏବଂ ଇସଫାହାନରେ ଥିବା ପରମାଣୁ ସ୍ଥାନ ଉପରେ ଆମେରିକା ସଫଳତାର ସହ ଆକ୍ରମଣ କରିଛି। ଏହି ାକ୍ରମଣରେ ନିୟୋଜିତ ସମସ୍ତ ବିମାନ ଇରାନ ଆକାଶ ସୀମାରୁ ପାର ହୋଇ ଘର ବାହୁଡା ହୋଇଛନ୍ତି।

    ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଆକ୍ରମଣରେ GBU-57A ମାସିଭ୍ ଅର୍ଡନାନ୍ସ ପେନେଟ୍ରେଟର୍, ଏକ ‘ବଙ୍କର୍ ବଷ୍ଟର୍’ ବୋମା ବ୍ୟବହାର କରାଯାଇଥିଲା, ପ୍ରତ୍ୟେକ ପରମାଣୁ ଲକ୍ଷ୍ୟସ୍ଥଳ ପାଇଁ ଦୁଇଟି ନିୟୋଜିତ କରାଯାଇଥିଲା। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଇରାନକୁ ଏବେ ଏହି ଯୁଦ୍ଧ ସମାପ୍ତ କରିବାକୁ ରାଜି ହେବାକୁ ପଡିବ। ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଶାନ୍ତିର ସମୟ ଆସିଛି। ଆଜି ସକାଳେ ରାଷ୍ଟ୍ରକୁ ସମ୍ବୋଧିତ କରି ଶ୍ରୀ ଟ୍ରମ୍ପ ଆକ୍ରମଣକୁ ଏକ ଚମତ୍କାର ସଫଳତା ବୋଲି ବର୍ଣ୍ଣନା କରିଛନ୍ତି।

    ସେ କହିଛନ୍ତି ଯେ ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଇରାନର ପରମାଣୁ ସମୃଦ୍ଧି କ୍ଷମତାକୁ ବନ୍ଦ କରିବା ଏବଂ ବିଶ୍ୱର ଏକ ନମ୍ବର ରାଷ୍ଟ୍ର ପ୍ରାୟୋଜକ ଆତଙ୍କବାଦ ଦ୍ୱାରା ଉପୁଜିଥିବା ପରମାଣୁ ବିପଦକୁ ବନ୍ଦ କରିବା। ଇରାନର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ନିଶ୍ଚିତ କରିଛି ଯେ ଇସଲାମିକ୍ ଗଣରାଜ୍ୟର ଇସ୍ଫାହାନ, ନାଟାଞ୍ଜ ଏବଂ ଫୋର୍ଡୋ ପରମାଣୁ ସ୍ଥାନଗୁଡ଼ିକୁ ଆକ୍ରମଣ କରାଯାଇଥିଲା। IRIB ରାଷ୍ଟ୍ରାୟତ୍ତ ପ୍ରସାରକ ଦାବି କରିଛନ୍ତି ଯେ ଇରାନ ଉପରେ ଆକ୍ରମଣ ସମୟରେ ଇସ୍ରାଏଲ “ଆମେରିକା ସହିତ ସମ୍ପୂର୍ଣ୍ଣ ସମନ୍ୱୟରେ” ଥିଲା।

    iran ଆମେରିକାର ଆକ୍ରମଣ ଇରାନ
    Share. Facebook Twitter LinkedIn Email WhatsApp Copy Link
    Previous Articleସମୁଦ୍ର ଭିତରେ କେମିତି ରହିଲା ଏହି ମନ୍ଦିର, ଯିଏ ଜାଣୁଛି, ସେ ହେଉଛି ଆଶ୍ଚର୍ଯ୍ୟ
    Next Article ଭୁବନେଶ୍ବର ମହାନଗର ଷ୍ଟାଣ୍ଡିଂ କମିଟ ଅଧ୍ୟକ୍ଷ ନିର୍ବାଚନ, ସବୁ ପୋଛି ନେଲା ବିଜେଡି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.