Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ଝାରସୁଗୁଡା ରାଜନୀତି ସରଗରମ, ବିଜେପିରେ ଯୋଗଦେବେ କି ଦୀପାଳି ଦାସ, ଆଉ କେତେ ସମ୍ଭାଳିବେ ?
    ଜାତୀୟ ଖବର

    ଝାରସୁଗୁଡା ରାଜନୀତି ସରଗରମ, ବିଜେପିରେ ଯୋଗଦେବେ କି ଦୀପାଳି ଦାସ, ଆଉ କେତେ ସମ୍ଭାଳିବେ ?

    June 24, 2025No Comments1 Min Read
    Facebook Twitter LinkedIn Email WhatsApp Copy Link
    deepali
    ବିଜେପିରେ ଯୋଗଦେବେ କି ଦୀପାଳି ଦାସ, ଆଉ କେତେ ସମ୍ଭାଳିବେ ? ସାମାଜିକ ଗଣମାଧ୍ୟମରେ ଝଡ

    ଭୁବନେଶ୍ବର: ଝାରସୁଗୁଡାର ପୂର୍ବତନ ବିଧାୟିକା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଝିଅ ଏଥର ବିଜେପିରେ ଯୋଗ ଦେବେ। କାରଣ ହେଲା ତାଙ୍କ ଉପରେ କେନ୍ଦ୍ର ସରକାର ଯେପରି ବାରମ୍ବାର ଆକ୍ରମଣ କରିବାରେ ଲାଗିଛନ୍ତି ସେ ଆଉ ସମ୍ଭାଳିପାରିବେ ନାହିଁ। ଏହିପରି ପ୍ରତିକ୍ରିୟା ଆସିବାରେ ଲାଗିଛି ସାମାଜିକ ଗଣମାଧ୍ୟମରେ। ବିଶେଷ କରି ଦୀପାଳିଙ୍କ ନାମରେ ଥିବା ଗ୍ରୁପରେ ଏହି ଚର୍ଚ୍ଚା ଯୋର ହେବାରେ ଲାଗିଛି।

    ନିକଟରେ ଇନକମ ଟାକ୍ସ ତରଫରୁ ଦୀପାଳିଙ୍କର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିଲା। ଏହା ପ୍ରଥମ ନୁହେଁ, ବିଭିନ୍ନ ସମୟରେ କେନ୍ଦ୍ରର ତଦନ୍ତ ଏଜେନ୍ସି ଦ୍ବାରା ତାଙ୍କ ଘରେ ଚଢାଉ କରାଯାଇଛି। ଏପରିକି ଏକ ଅନାସ୍ଥା ପ୍ରସ୍ତାବ ଭୋଟିଂ ବେଳେ ବାହାର ରାଜ୍ୟରେ ମଧ୍ୟ ଦୀପାଳିଙ୍କ ଭାଇଙ୍କୁ ବନ୍ଦି କରିବା ପରି ରଖିଥିଲେ। ଯାହାକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା।

    ହେଲେ ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା ଦୀପାଳିଙ୍କୁ ଅନ୍ୟ ଦଳକୁ ଯିବା ପାଇଁ ଆଗ୍ରହ ସୃଷ୍ଟି ହୋଇପାରୁ ନାହିଁ। ସେ ବାରମ୍ବାର ଆଘତ ପାଇବା ସତ୍ବେ ସେ ବିଜେଡି ଛାଡି କୁଆଡେ ଯିବାକୁ ପସନ୍ଦ କରୁ ନାହାଁନ୍ତି। ଅନ୍ୟ ପଟେ ଦୀପାଳିଙ୍କୁ ଦହଗଂଜ କରି କିପରି ନିଜ ଆଡକୁ ଆଣାଯାଇପାରିବ ସେ ନେଇ ବିଜେପି ବେଶ ଚେଷ୍ଠା କରିବାରେ ଲାଗିଛି।

    ତେବେ ଦୀପାଳିଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି ହୋଇଛି। ତାହା ହେଲା ଯେ, ବିଜେଡି ଆଗ ଅପେକ୍ଷା ଏବେ ଆଉ ସକ୍ରିୟ ହୋଇପାରୁ ନାହିଁ। ବିଶେଷ କରି ଦୀପାଳିଙ୍କ ଉପରେ ବାରମ୍ବାର ଆଘାତ ଦିଆଯାଉଥିଲେ ମଧ୍ୟ ବିଜେଡି ଯେପରି ପଦକ୍ଷେପ ଗ୍ରହଣ କରିବା କଥା ତାହା କରିପାରୁ ନାହିଁ। ପ୍ରଥମେ ପ୍ରଥମେ ଦଳ ତରଫରୁ ସମସ୍ତ ସହଯୋଗ ଦିଆଯାଉଥିଲା। ହେଲେ ଏବେ ଆଉ ସେପରି ସହଯୋଗ ନ ମିଳିବା ଦୀପାଳିଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।

    DeepaliDas ଝାରସୁଗୁଡା ଦୀପାଳି ଦାସ
    Share. Facebook Twitter LinkedIn Email WhatsApp Copy Link
    Previous Articleବେଜିଂରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଲେ ଏନଏସଏ ଡୋଭାଲ
    Next Article ଏବେ ମହାକାଶକୁ ଉଡ଼ିବେ ଆନ୍ଧ୍ର ପ୍ରଦେଶର ଜାହ୍ନବୀ: ନାସାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମାପ୍ତ କରିଥିବା ପ୍ରଥମ ଭାରତୀୟ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.