Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ମା’ଲକ୍ଷ୍ମୀଙ୍କ ହେରାପଂଚମୀ ନୀତି
    ଆଜିର ଖବର

    ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ମା’ଲକ୍ଷ୍ମୀଙ୍କ ହେରାପଂଚମୀ ନୀତି

    July 2, 2025No Comments1 Min Read
    Facebook Twitter LinkedIn Email WhatsApp Copy Link

    କେନ୍ଦ୍ରାପଡା: ଶ୍ରୀଗୁଣ୍ଡିଚା ମନ୍ଦିର ରଥଦାଣ୍ଡ ବିଳମ୍ବିତ ରାତିରେ ମାଲକ୍ଷ୍ମୀଙ୍କ ହେରାପଂଚମୀ ନୀତି ସଂପାଦିତ ହୋଇଛି। ଭାଇ ଜଗନ୍ନାଥ ରଥଯାତ୍ରାରେ ଆସିଥିବା ବେଳେ ସାଂଗରେ ମା’ଙ୍କୁ ଆଣିନଥିବାରୁ ମା’ ମହାଲକ୍ଷ୍ମୀ ରୋଷ କରିଛନ୍ତି। ସେଥିପାଇଁ ମା’ ମହାଲକ୍ଷ୍ମୀ ମଣିବିମାନରେ ବିରାଜମାନ ହୋଇ ଗୋପନୀୟ ଭାବେ ବଡଦାଣ୍ଡରେ ଗୁଣ୍ଡିଚାମନ୍ଦିର ନିକଟରେ ପହଁଚିଥିଲେ। ସେଠାରେ ମାଙ୍କୁ ସ୍ୱତନ୍ତ୍ରବେଦୀରେ ଉପବେଶନ କରାଯାଇ ଭୋଗନୈବେଦ୍ୟ ଅର୍ପଣ କରାଯାଇଥିଲା।

    ରାଜପୁରୋହିତ ପାରମ୍ପରିକ ଢଂଗରେ ପବିତ୍ରବାକ୍ୟ ଉଚ୍ଚାରଣ କରିଥିଲେ। ଗୁଣ୍ଡିଚାମନ୍ଦିର ନିକଟରରେ ଅଟକି ରହିଥିବା ରଥ ନିକଟକୁ ମଣିବିମାନରେ ବାଜାଶଂଖ ଧ୍ୱନି ମଧ୍ୟରେ ଆସିଥିଲେ। ସେଠାରେ ସେବାୟତମାନେ ଗୋପନୀୟ ନୀତୀ ଶେଷ କରିବା ପରେ ରଥର ସାମାନ୍ୟ ଅଂଶକୁ ପାରମ୍ପରିକ ଢଂଗରେ ମହାରଣା ବଢେଇ ସେବକ ମାନଙ୍କ ଦ୍ୱରା ଭଗ୍ନ କରାଯାଇଥିଲା। ଏହାପରେ ଆଡପ ମଣ୍ଡପରେ ଭାଇ କଗନ୍ନାଥକୁ ଦର୍ଶନ କରିବା ନିମନ୍ତେ ଆଡପମଣ୍ଡପକୁ ଯାଇଥିଲେ। ସେଠାରେ ପହଁଚିବା ପରେ ଭାଇବୋହୁ ନୀତି ସମ୍ମାନ ଜଣାଯାଇ ଶ୍ରୀବଳଦେବଙ୍କ ଆଗରେ କପଡା ଢାଂକିଥିଲେ ସେବାୟତମାନେ।

    ଏହାପରେ ପୁନଶ୍ଚ ଗୋପନୀୟ ଭାବେ ଶ୍ରୀବଳଦେବଜୀୟୁ ମନ୍ଦିର ପରିସରକୁ ମା’ଲକ୍ଷ୍ମୀକୁ ବିଜେ କରାଯିବା ପରେ ପ୍ରସ୍ଥାନ ଦ୍ୱାର ଦେଇ ମା ମୁଖ୍ୟ ଦେଉଳ ଉଦ୍ଦେଶ୍ୟରେ ପ୍ରସ୍ଥାନ କରିଥିଲେ। ଏହି ନୀତିକୁ ଶୃଙ୍ଖଳିତ ଢଂଗରେ ଶେଷ କରାଯାଇଛି। ଭକ୍ତମାନଙ୍କ ରାତିରେ ଶୃଙ୍ଖଳିତ ଦର୍ଶନ ପାଇଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷପେ ଗ୍ରହଣ କରାଯାଇଥିଲା।

    କେନ୍ଦ୍ରାପଡା ତୁଳସୀକ୍ଷେତ୍ର ମାଲକ୍ଷ୍ମୀ ହେରାପଂଚମୀ ନୀତି
    Share. Facebook Twitter LinkedIn Email WhatsApp Copy Link
    Previous Articleକଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଭୁବନେଶ୍ବର ଆସୁଛନ୍ତି ରାହୁଳ ଗାନ୍ଧୀ, ତାରିଖ ହେଲା ଘୋଷଣା
    Next Article ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବାକୁ ପ୍ରୟାସ: ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.