ବିଦାୟକାଳୀନ ସମ୍ବର୍ଦ୍ଧନା

ବାଣପୁର: ଓଡ଼ିଶାର ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟରୁ ଚଳିତ ବର୍ଷ ଅବସର ଗ୍ରହଣ କରିଥିବା ତିନିଜଣ ଅଧ୍ୟାପକ, ସରକାରୀ ଧନ୍ଦା ମୁଳକ ଶିକ୍ଷାର ଅଧ୍ୟାପକ ଗୌରୀ ଶଙ୍କର…