Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅନ୍ତରାଷ୍ଟ୍ରୀୟ»ଆଜିଠୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ମ୍ୟାଚ୍, ଜାଣନ୍ତୁ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ
    ଅନ୍ତରାଷ୍ଟ୍ରୀୟ

    ଆଜିଠୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ମ୍ୟାଚ୍, ଜାଣନ୍ତୁ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ

    June 28, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଟି-୨୦ ସିରିଜ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ୍ ଇଂଲଣ୍ଡର ନଟିଂହାମ ସହରରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପରେ ଭାରତୀୟ ମହିଳା ଦଳ ଇଂଲଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ମଧ୍ୟ ଖେଳିବ। ହରମନପ୍ରୀତ କୌର ଇଂଲଣ୍ଡ ବିପକ୍ଷରେ ଟି-୨୦ ଏବଂ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ଵ ନେବେ।

    ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

    ସ୍ମୃତି ମନ୍ଧାନା, ୟାସ୍ତିକା ଭାଟିଆ, ଜେମିମା ରଡ୍ରିଗ୍ସ, ହରମନପ୍ରୀତ କୌର (ଅଧିନାୟିକା), ରିଚା ଘୋଷ (ୱିକେଟକିପର), ଅମନଜୋତ କୌର, ଦୀପ୍ତି ଶର୍ମା, ରାଧା ଯାଦବ, ଶ୍ରୀ ଚରଣୀ, ଅରୁନ୍ଧତୀ ରେଡ୍ଡୀ ଏବଂ କ୍ରାନ୍ତି ଗୌଡ଼।

    ଭାରତ-ଇଂଲଣ୍ଡ ଟି୨୦ ସିରିଜ୍ ସମୟସାରଣୀ

    ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଜୁନ୍ ୨୮ ରୁ ଆରମ୍ଭ ହୋଇ ଜୁଲାଇ ୧୨ ପର୍ଯ୍ୟନ୍ତ ଚାଲିବ। ସମସ୍ତ ପାଞ୍ଚ ମ୍ୟାଚ୍ ଇଂଲଣ୍ଡର ବିଭିନ୍ନ ସହରରେ ଅନୁଷ୍ଠିତ ହେବ।

    ପ୍ରଥମ ଟି-୨୦ ମ୍ୟାଚ୍- ୨୮ ଜୁନ୍, ନଟିଂହାମ୍, ସନ୍ଧ୍ୟା ୭ଟା

    ଦ୍ୱିତୀୟ ଟି-୨୦ ମ୍ୟାଚ୍- ୧ ଜୁଲାଇ, ବ୍ରିଷ୍ଟଲ୍, ରାତି ୧୧ଟା

    ତୃତୀୟ ଟି-୨୦ ମ୍ୟାଚ୍- ୪ ଜୁଲାଇ, ଲଣ୍ଡନ, ରାତି ୧୧:୦୫ଟା

    ଚତୁର୍ଥ ଟି-୨୦ ମ୍ୟାଚ୍- ୯ ଜୁଲାଇ, ମାଞ୍ଚେଷ୍ଟର, ରାତି ୧୧ଟା

    ପଞ୍ଚମ ଟି-୨୦ ମ୍ୟାଚ୍- ୧୨ ଜୁଲାଇ, ବର୍ମିଂହାମ୍, ରାତି ୧୧:୦୫ଟା

    ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ ସମୟସାରଣୀ:

    ଟି-୨୦ ସିରିଜ୍ ପରେ ଦିନିକିଆ ସିରିଜ୍ ୧୬ ଜୁଲାଇରୁ ୨୨ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ମଧ୍ୟ ଘୋଷଣା କରାଯାଇଛି। ଏହି ସିରିଜ୍ ପାଇଁ ୧୬ ଜଣିଆ ଦଳ ଗଠନ କରାଯାଇଛି। ଏହି ଦଳରେ ହରମାନପ୍ରୀତ କୌର (ଅଧିନାୟକ), ଜେମିମା ରୋଡ୍ରିଗୁସ୍, ସ୍ମୃତି ମାନ୍ଧନା, ତେଜଲ ହସାବିସ୍, ଅମନଜୋତ କୌର, ଦୀପ୍ତି ଶର୍ମା, ହରଲୀନ ଦେଓଲ, ପ୍ରତୀକ ରାୱଲ, ସୟାଲି ସତଘରେ, ସ୍ନେହ ରାଣା, ରିଚା ଘୋଷ, ୟାସ୍ତିକା ଭାଟିଆ, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ରାଧା ଯାଦବ ଏବଂ ଶ୍ରୀ ଚରଣୀ।

    ପ୍ରଥମ ଦିନିକିଆ- ଜୁଲାଇ ୧୬, ସାଉଥମ୍ପଟନ୍, ସନ୍ଧ୍ୟା ୫.୩୦

    ଦ୍ୱିତୀୟ ଦିନିକିଆ- ଜୁଲାଇ ୧୯, ଲଣ୍ଡନ, ଅପରାହ୍ନ ୩.୩୦

    ତୃତୀୟ ଦିନିକିଆ- ଜୁଲାଇ ୨୨, ଚେଷ୍ଟର୍ ଲେ ଷ୍ଟ୍ରିଟ୍, ସନ୍ଧ୍ୟା ୫.୩୦।

    HARMANPREET KAUR IND VS ENG IND W Vs ENG W T20 CRICKET T20 SERIES
    Share. Facebook Twitter LinkedIn Email WhatsApp Copy Link
    Previous Article୨୦୨୯ ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡା ପାଇଁ ଆୟୋଜକ ଦେଶ ଭାବେ ଭାରତ ମନୋନୀତ
    Next Article ବଡ ଠାକୁରଙ୍କ ରଥ କାହିଁକି ମୋଡ ନେଲା, ବିଭିନ୍ନ ମହଲରେ ଚାଲିଲା ଆଲୋଚନା

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.