Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଦିଲ୍ଲୀକୁ ଫେରିଲା ମାସ୍କ ପିନ୍ଧା ବୈଠକ, ବିଭିନ୍ନ ଅଫିସରେ କରୋନା ପାଇଁ ଲାଗିଲା ଅଘୋଷିତ କଟକଣା
    ଆଜିର ଖବର

    ଦିଲ୍ଲୀକୁ ଫେରିଲା ମାସ୍କ ପିନ୍ଧା ବୈଠକ, ବିଭିନ୍ନ ଅଫିସରେ କରୋନା ପାଇଁ ଲାଗିଲା ଅଘୋଷିତ କଟକଣା

    June 5, 2025No Comments1 Min Read
    Facebook Twitter LinkedIn Email WhatsApp Copy Link
    Mask
    ଦିଲ୍ଲୀକୁ ଫେରିଲା ମାସ୍କ ପିନ୍ଧା, ବିଭିନ୍ନ ଅଫିସରେ କରୋନା ପାଇଁ ଲାଗିଲା ଅଘୋଷିତ କଟକଣା

    ନୂଆଦିଲ୍ଲୀ: ବର୍ତ୍ତମାନ କୋରନା ପୁଣି ଥରେ ଡରାଇବା ଆରମ୍ଭ କରିଛି। କାରଣ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦିଲ୍ଲୀରେ ମଧ୍ୟ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପକ୍ଷରେ କରୋନା ମୃତ୍ୟୁ ମଧ୍ୟ ଆରମ୍ଭ ହୋଇଯାଇଛି। ଏ ସବୁକୁ ଲକ୍ଷ୍ୟ ରଖି ନୂଆଦିଲ୍ଲୀରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଫଳରେ ସରକାରୀ ଅଫିସରେ ବର୍ତ୍ତମାନ ସମସ୍ତେ ମାସ୍କ ପିନ୍ଧି ବସୁଥିବାର ଜଣାପଡିଛି।

    ବର୍ତ୍ତମାନ ଦିଲ୍ଲୀ ସରକାର ମାସ୍କ ପିନ୍ଧିବା ନେଇ କୌଣସି କଟକଣା କରି ନ ଥିଲେ ମଧ୍ୟ ସମସ୍ତେ ନିଜନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧିବା ଆରମ୍ଭ କରିଛନ୍ତି। ବିଶେଷ କରି ରୁନ୍ଧା ବୈଠକ ରୁମରେ ସମସ୍ତେ ମାସ୍କ ପିନ୍ଧି ବସିବା ପାଇଁ ଆଘୋଷିତ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ଏପରିକି ମନ୍ତ୍ରୀଙ୍କ ବୈଠକରେ ମାସ୍କ ପିନ୍ଧି ଆସିବା ପାଇଁ ବାଧ୍ୟ କରାଯାଇଛି। ଫଳରେ ଗତ ଦୁଇଦିନ ଧରି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ମାସ୍କ ପିନ୍ଧା ବୈଠକ ଆରମ୍ଭ ହୋଇଛି।

    (ଏଥିରେ ଥିବା ଫଟୋ ଟି ଗତକାଲି ଅର୍ଥାତ 4th June 2025 ତାରିଖରେ ଆୟୋଜିତ ବୈଠକରେ ଅଧିକାରୀମାନେ ମାସ୍କ ପିନ୍ଧି ବସିଥିବାର ଦୃଶ୍ୟ)

    Corona in Delhi covid19 କରୋନା କୋଭିଡ ଦିଲ୍ଲୀରେ କରୋନା ମାସ୍କ ପିନ୍ଧା
    Share. Facebook Twitter LinkedIn Email WhatsApp Copy Link
    Previous Articleଜମ୍ମୁ ଏବଂ କାଶ୍ମୀରରେ ରେଳ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ
    Next Article ବିଜେପି ପାଇଁ କାମ କରୁଛନ୍ତି କି ଓୱେସି?: ବିଦେଶରୁ ଫେରିବା ପରେ ଉତ୍ତର ଦେଲେ AIMIM ମୁଖ୍ୟ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.