Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବିବାହ ପରେ ସନାତନ ଧର୍ମ ଗ୍ରହଣ କଲେ କି ହିନା ଖାନ?: ଅଭିନନ୍ଦନ ଜଣାଇଲେ ଏହି ଅଭିନେତା
    ଆଜିର ଖବର

    ବିବାହ ପରେ ସନାତନ ଧର୍ମ ଗ୍ରହଣ କଲେ କି ହିନା ଖାନ?: ଅଭିନନ୍ଦନ ଜଣାଇଲେ ଏହି ଅଭିନେତା

    June 9, 2025No Comments1 Min Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ୟେ ରିସ୍ତ କ୍ୟା କହଲାତା ହେ ଫେମ୍ ଅଭିନେତ୍ରୀ ହିନା ଖାନ ଆଜିକାଲି ଖବରରେ ଅଛନ୍ତି। ସେ ଦୀର୍ଘ ସମୟର ପ୍ରେମିକ ରକି ଜୟସ୍ଵାଲଙ୍କୁ ବିବାହ କରିଛନ୍ତି। ହିନା ଖାନ ପଞ୍ଜିକୃତ ବିବାହ କରିଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କର ବିବାହ ଫଟୋ ସେୟାର କରିଥିଲେ। ହିନା ଖାନ ମନୀଷ ମାଲହୋତ୍ରା ଶାଢ଼ି ପିନ୍ଧିଥିଲେ। ଏହା ସହିତ ସେ ଏକ ବହୁତ ସୁନ୍ଦର ମେହେନ୍ଦି ଲଗାଇଥିଲେ।

    ହିନା ଖାନଙ୍କ ବ୍ରାଇଡାଲ୍ ଲୁକ୍ ଭାଇରାଲ ହୋଇଥିଲା। ହିନାଙ୍କ ବିବାହକୁ ନେଇ ସବୁଠି ଆଲୋଚନା ହେଉଛି। ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଚଳଚ୍ଚିତ୍ର ସମୀକ୍ଷକ କେଆରକେ ହିନା ଖାନଙ୍କୁ ତାଙ୍କ ବିବାହ ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ ହିନା ଏବଂ ରକିଙ୍କ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ହିନା ଏବଂ ରକିଙ୍କ କପାଳରେ ତିଳକ ଲାଗିଛି। ଫଟୋ ସେୟାର କରିବା ସମୟରେ କେଆରକେ ଲେଖିଛନ୍ତି ଯେ, ସନାତନ ଧର୍ମ ଗ୍ରହଣ କରିବା ପାଇଁ ହିନା ଖାନଙ୍କୁ ଅଭିନନ୍ଦନ।

    ପ୍ରକାଶ ଯେ, ହିନା ଖାନ ସ୍ତନ କର୍କଟ ରୋଗରେ ପୀଡିତ। ସେ ସୋସିଆଲ ମିଡିଆରେ କର୍କଟ ରୋଗ ବିଷୟରେ ସୂଚନା ଦେଇଥିଲେ। ସେବେଠାରୁ ସେ ଲଗାତାର ତାଙ୍କର କର୍କଟ ରୋଗ ସହିତ ଲଢ଼ିବାର ଯାତ୍ରା ସେୟାର କରିଆସୁଛନ୍ତି। ହିନା ଆଦୌ ସାହସ ହରାଇ ନାହାଁନ୍ତି। ଏହି କଷ୍ଟକର ସମୟରେ ତାଙ୍କ ସ୍ୱାମୀ ରକି ଜୟସ୍ଵାଲ ହିନାଙ୍କୁ ସମର୍ଥନ କରିଥିଲେ। ରକି ସବୁବେଳେ ତାଙ୍କ ସହିତ ଥିଲେ। ଯେତେବେଳେ ହିନା ତାଙ୍କ କେଶ କାଟିଥିଲେ, ରକି ମଧ୍ୟ ତାଙ୍କ କେଶ କାଟି ଦେଇଥିଲେ।

    ହିନା ଏବଂ ରକି ଶୋ’ ୟେ ରିସ୍ତ କ୍ୟା କେହଲାତା ହେ’ର ସେଟରେ ଦେଖା ହୋଇଥିଲେ। ସେବେଠାରୁ ଉଭୟ ଏକାଠି ଅଛନ୍ତି। ପ୍ରଶଂସକମାନେ ସେମାନଙ୍କ ଯୋଡ଼ିକୁ ପସନ୍ଦ କରନ୍ତି। ହିନା ଖାନ ପ୍ରାୟତଃ ରକିଙ୍କ ସହିତ ବୁଲିବାକୁ ଯାଉଥିଲେ। ସେମାନଙ୍କ ଛୁଟିର ଫଟୋ ଭାଇରାଲ ହେଉଥିଲା।

    Hina Khan Rocky Jaiswal
    Share. Facebook Twitter LinkedIn Email WhatsApp Copy Link
    Previous Article‘ବିଶ୍ଵ ସମ୍ମୁଖରେ ତୁମର ଅସଲ ଚେହେରା ପର୍ଦ୍ଦାଫାସ ହୋଇଛି’: ଆମେରିକାରୁ ଶଶି ଥରୁରଙ୍କ ପାକିସ୍ତାନକୁ କଡ଼ା ବାର୍ତ୍ତା
    Next Article ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ: ଜୁନ୍ ମାସରେ ବାତିଲ୍ ହେବ ଏହି ସବୁ ଟ୍ରେନ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.