Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବିଦେଶ ଗଲା ପାଟଣାଗଡ଼ର ଆମ୍ବ
    ଆଜିର ଖବର

    ବିଦେଶ ଗଲା ପାଟଣାଗଡ଼ର ଆମ୍ବ

    June 11, 2025No Comments1 Min Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ଵର: ପାଟଣାଗଡ଼ ଚାଷୀଙ୍କ ଆମ୍ବର ସ୍ୱାଦ ଚାଖିବେ ବିଦେଶୀ ଲୋକ। ପ୍ରଥମ ଥର ପାଇଁ ପାଟଣାଗଡ଼ ଅଂଚଳର କିଛି ଚାଷୀଙ୍କ ଫଳ ଏବେ ଆବୁଧାବି ଏବଂ ଲଣ୍ଡନ ଯାଉଛି। ଏଥିପାଇଁ ପୁରା ପ୍ରକିୟା ସରିଯାଇ ଥିବାବେଳେ ପାଟଣାଗଡ଼ ଉପ ଜିଲ୍ଲାପାଳ ସୁନୀଲ ମେହେର ବଲାଙ୍ଗୀର ଜ଼ିଲ୍ଲା ଉଦ୍ୟାନ ଉପ କୃଷି ନିର୍ଦ୍ଦେଶକ ସୁଦେଶ ଚୁଧୁରୀ, ନାବାଡ଼ ଜେନେରାଲ ମ୍ୟାନେଜର, ଉଦ୍ୟାନ କୃଷିଅଧିକାରୀ ପାଟଣାଗଡ଼ ପ୍ରମୋଦ ସେଠି, ପାଟଣାଗଡ଼ NAC କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି।

    ପାଟଣାଗଡ ପ୍ରଗତି କୃଷକ ଉତ୍ପାଦକ କମ୍ପାନୀର ସଦସ୍ୟ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ଆମ୍ବ ଗୁଡିକୁ ସ୍ଥାନିୟ ଉଦ୍ୟାନ ବିଭାଗ ପାଟଣାଗଡ଼ ନାବାର୍ଡ ବଲାଙ୍ଗୀର ମାଁ ଶକ୍ତି ଫାଉଣ୍ଡେସନ ବଲାଙ୍ଗୀର ସହଯୋଗ ଓ ପ୍ରଚେଷ୍ଟା ତଥା ଓଡିଶା ସରକାରଙ୍କର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଳାଡିୟମ ସଂସ୍ଥା କଲିକତା ମାଧ୍ୟମରେ ଆବୁଧାବି ଏବଂ ଲଣ୍ଡନକୁ ରପ୍ତାନି କରା ଯାଇଅଛି। ଏହି ଆମ୍ବ ପାଟଣାଗଡ଼ ଠୁ ଦୁଇଟି ପିକଅପ ଭ୍ୟାନ ଯୋଗେ ଭୁବନେଶ୍ୱର ଓ କଲିକତା ଯାଇ ସେଠାରୁ ଉଡ଼ାଜାହାଜ ଦ୍ୱାରା ଲଣ୍ଡନକୁ ପଠାଯିବ।

    ପ୍ରଥମେ ଆବୁଧାବିକୁ ୧.୨ ଟନ ଆମ୍ବ ଏବଂ ଲଣ୍ଡନ କୁ ୨.୬ ଆମ୍ବ ଯିବା ବ୍ୟବସ୍ଥା ଥିବାବେଳେ ପ୍ରତ୍ୟେକ ଦିନ ୨.୬ ଟନ ଲଣ୍ଡନ ଯିବା ବ୍ୟବସ୍ଥା ହୋଇଛି। ସ୍ଥାନୀୟ ଅଂଚଳର ଆମ୍ବ ବାହାରକୁ ରପ୍ତାନି ହେଉଥିବାରୁ ସ୍ଥାନୀୟ ଚାଷୀ ଖୁସି ଅନୁଭବ କରିଛନ୍ତି। ଭଲ ଦୁଇ ପଇସା ଲାଭବାନ ହେବେ ବୋଲି ଆଶାବାଦୀ ଅଛନ୍ତି।

    ସୂଚନା ଯୋଗ୍ୟ ଯେ, ଗତ ୩ ତାରିଖ ଦିନ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଅମ୍ରିତ୍ୟ ଲୋଗୋ ଉଦଘାଟନ ପରେ ପ୍ରଗତି ଉତ୍ପାଦକ କମ୍ପାନୀ ଦ୍ୱାରା ସମ୍ବଲପୁରରେ ଏକ ଆମ୍ବ ତୋଳିବା ଓ ପ୍ୟାକିଙ୍ଗ ପାଇଁ ମାଳାଡିୟମ ଓ ଏକ୍ସପୋର୍ଟ ତରଫରୁ ଏକ ପ୍ରଶିକ୍ଷଣ ଦିଆଯାଇଥଲା ଓ ପରେ ଚାଷୀମାନେ ନିଜେକ୍ୟାରେଡରେ ପ୍ୟାକିଙ୍ଗ କରି ଥିଲେ।

    ଆବୁଧାବି ପାଟଣାଗଡ ଲଣ୍ଡନ
    Share. Facebook Twitter LinkedIn Email WhatsApp Copy Link
    Previous Articleଭାରତ ବ୍ୟତୀତ କେଉଁ ଦେଶରେ କରୋନା ଯୋଗୁଁ ସର୍ବାଧିକ ମୃତ୍ୟୁ ଘଟୁଛି?: ଏଠାରେ ଦେଖନ୍ତୁ ସଂଖ୍ୟା
    Next Article ଇଂଲଣ୍ଡ ଯିବା ପୂର୍ବରୁ ବିସ୍ଫୋରକ ପାଳି ଖେଳିଲେ ବୈଭବ ସୂର୍ଯ୍ୟବଂଶୀ: ମାତ୍ର ୯୦ ବଲରେ ମାରିଲେ ୧୯୦ ରନ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.