Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»Air India Plane Crash: ଏକ ମେଡିକାଲ କଲେଜ ମେସ ଉପରେ ଖସିପଡିଥିଲା ଏୟାର ଇଣ୍ଡିଆ ବିମାନ
    ଆଜିର ଖବର

    Air India Plane Crash: ଏକ ମେଡିକାଲ କଲେଜ ମେସ ଉପରେ ଖସିପଡିଥିଲା ଏୟାର ଇଣ୍ଡିଆ ବିମାନ

    June 12, 2025No Comments1 Min Read
    Facebook Twitter LinkedIn Email WhatsApp Copy Link
    Air India Plan Crash
    Air India Plan Crash: ଏକ ମେଡିକାଲ କଲେଜ ମେସ ଉପରେ ଖସିପଡିଥିଲା ଏୟାର ଇଣ୍ଡିଆ ବିମାନ

    Air India Plane Crash: ଅହମଦବାଦରେ ଘଟିଥିବା ଭୟଙ୍କର ଦୁର୍ଘଟଣାର ନୂଆନୂଆ ଖବର ଆଗକୁ ଆସିବାରେ ଲାଗିଛି। ବର୍ତ୍ତମାନର ସୂଚନା ଅନୁସାରେ ବିମାନଟି ନିକଟରେ ଥିବା ଏକ ମେଡିକାଲ ହସପିଟାଲ ମେସ ଉପରେ ପଡିଯାଇ ବିସ୍ପୋରଣ ହୋଇଥିଲା। ଯାହାର ଭିଡିଓ ମଧ୍ୟ ପଦାକୁ ଆସିଛି।

    ତେବେ ସୂଚନା ଅନୁସାରେ ଏହି ଦୁର୍ଘଟଣା ଦିନ 1. 40 ମିନିଟରେ ଘଟିଥିଲା। ବିମାନଟି ବିମାନ ବନ୍ଦରରୁ ଉପରକୁ ଉଠିବା ପରେ ହଠାତ ତଳକୁ ଖସିଥିଲା। ଏ ନେଇ ପାଇଲଟ ବିମାନ ବନ୍ଦରକୁ ସୂଚନା ଦେଇଥିଲେ। ତେବେ ବିମାନଟି ଯେଉଁ କୋଠା ଉପରେ ପଡିଥିଲା ତାହା ହେଉଛି ବିଜେ ମେଡିକାଲ କଲେଜ ହଷ୍ଟେଲ ମେସ।

    ତେବେ ବିମାନଟି ଏହାର ଛାତ ଉପରେ ବିସ୍ପୋରଣ ହେଲା ବେଳକୁ ଛାତ୍ରମାନେ ସେତେବେଳେ ମଧ୍ୟାହ୍ନ ଭୋଜନ କରୁଥିଲେ। ଏହାର ଚିତ୍ର ବର୍ତ୍ତମାନ ବାହାରକୁ ଆସିଛି। ଟେବୁଲ ଉପରେ ଛାତ୍ରମାନଙ୍କର ଖାଇବା ପ୍ଲେଟ ଏ ପର୍ଯ୍ୟନ୍ତ ପଡିରହିଛି।ଏହାଦ୍ବାରା 20 ଜଣ ଛାତ୍ର ଆହତ ହୋଇଥିବାର ଜଣାପଡିଛି।

    Air India Plan Crash ଅହମଦାବାଦରେ ବିମାନ ଦୁର୍ଘଟଣା ବିମାନ ଦୁର୍ଘଟଣା
    Share. Facebook Twitter LinkedIn Email WhatsApp Copy Link
    Previous Articleଡିଜିଟାଲ ଦଶନ୍ଧି: ପ୍ରଯୁକ୍ତି ଆଧାରିତ ଭବିଷ୍ୟତ ଦିଗରେ ଅଗ୍ରସର ଭାରତ
    Next Article Air India Plane Crash: ଗୃହମନ୍ତ୍ରୀ ଓ ବିମାନଚଳାଚଳ ମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.