Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅନ୍ତରାଷ୍ଟ୍ରୀୟ»ବିବାହ ବନ୍ଧନରେ ଆବଦ୍ଧ ହେଲେ ଜେଫ୍ ବେଜୋସ୍ ଏବଂ ଲରେନ୍ ସାଞ୍ଚେଜ୍: ଭାଇରାଲ୍ ହେଲା ବିବାହ ଫଟୋ
    ଅନ୍ତରାଷ୍ଟ୍ରୀୟ

    ବିବାହ ବନ୍ଧନରେ ଆବଦ୍ଧ ହେଲେ ଜେଫ୍ ବେଜୋସ୍ ଏବଂ ଲରେନ୍ ସାଞ୍ଚେଜ୍: ଭାଇରାଲ୍ ହେଲା ବିବାହ ଫଟୋ

    June 28, 2025No Comments1 Min Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଆମାଜନ ଏବଂ ବ୍ଲୁ ଅରିଜିନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏବଂ ଲେଖିକା, ହେଲିକପ୍ଟର ପାଇଲଟ୍ ଏବଂ ବୃତ୍ତିରେ ସାମ୍ବାଦିକ ରହିଥିବା ଲରେନ୍ ସାଞ୍ଚେଜ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାଞ୍ଚେଜ୍ ଏକ ଇନଷ୍ଟାଗ୍ରାମ୍ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ବିବାହର କିଛି ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ଯେ, ଦୁହେଁ ଏବେ ଆନୁଷ୍ଠାନିକ ଭାବରେ ବିବାହ କରିଛନ୍ତି।

    ୨୦୧୮ ରେ ଆରମ୍ଭ କରିଥିଲେ ଡେଟିଂ

    ବିବାହ ପୂର୍ବରୁ ଶୁକ୍ରବାର ସୋସିଆଲ୍ ମିଡିଆରେ କିଛି ଫଟୋ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଅନେକ ହାଇପ୍ରୋଫାଇଲ୍ ଅତିଥିଙ୍କୁ ବିଳାସପୂର୍ଣ୍ଣ ହୋଟେଲରୁ ବାହାରକୁ ବାହାରୁଥିବାର ଦେଖାଯାଇଥିଲା। ୨୦୧୮ ମସିହାରୁ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ୧୪ ଜୁଲାଇ ୨୦୧୯ ରେ ତାଙ୍କ ପ୍ରଥମ ପତ୍ନୀ ମ୍ୟାକେଞ୍ଜି ସ୍କଟ୍ ଙ୍କୁ ଛାଡପତ୍ର ଦେବା ପରେ ବେଜୋସ୍ ସାଞ୍ଚେଜ୍ ଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି କହିଥିଲେ। କୋଟିପତି ବ୍ୟବସାୟୀ ବେଜୋସ୍ ୨୦୨୩ ମସିହାରେ ତାଙ୍କ ସୁପରୟାଟ ରେ ସାଞ୍ଚେଜ୍ ଙ୍କୁ ଏକ ସୁନ୍ଦର ହୀରା ମୁଦି ପିନ୍ଧାଇ ପ୍ରସ୍ତାବ ଦେଇଥିଲେ, ଯାହାର ମୂଲ୍ୟ ୨.୫ ମିଲିୟନ ଡଲାର ଥିଲା।

    ଇନଷ୍ଟାଗ୍ରାମ୍ ରେ ସେୟାର ହୋଇଛି ବିବାହ ଫଟୋ

    ଇନଷ୍ଟାଗ୍ରାମ୍ ରେ ସେୟାର ହୋଇଥିବା ଗୋଟିଏ ଫଟୋରେ ନବ ବିବାହିତ ଦମ୍ପତି ହାତରେ ହାତ ଧରି ହସୁଥିବା ଦେଖାଯାଉଛି ଏବଂ ଅନେକ ଅତିଥି ସେମାନଙ୍କ ଚାରିପାଖରେ ତାଳି ମାରିବା ଦେଖାଯାଉଛି। ଏହି ଫଟୋଗୁଡ଼ିକରେ ସାଞ୍ଚେଜ୍ ଏକ ଧଳା ଲେସ୍ ମର୍ମେଡ୍ ଗାଉନ୍ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି। ବେଜୋସ୍ ମଧ୍ୟ ଏକ ଗାଢ କଳା ଟକ୍ସେଡୋରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

    Jeff Bezos Jeff Bezos And Lauren Sanchez Wedding Jeff Bezos Wedding Lauren Sanchez
    Share. Facebook Twitter LinkedIn Email WhatsApp Copy Link
    Previous Articleଚୀନକୁ ବଡ଼ ଝଟକା ଦେଲା କାନାଡା, ଏହି ବଡ଼ କମ୍ପାନୀ ଉପରେ ଲାଗିଲା ପ୍ରତିବନ୍ଧକ
    Next Article ଜମି ଜାଲିଆତି ମାମଲାରେ ଦୁଇ ଗିରଫ, ଦୁଇ ଫେରାର

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.