Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଡୁଲକ୍ସ କଲର ବ୍ରାଣ୍ଡକୁ ୮,୯୮୬ କୋଟି ଟଙ୍କାରେ କିଣିଲା ଦେଶର ଏହି ବଡ କଂପାନୀ
    ଆଜିର ଖବର

    ଡୁଲକ୍ସ କଲର ବ୍ରାଣ୍ଡକୁ ୮,୯୮୬ କୋଟି ଟଙ୍କାରେ କିଣିଲା ଦେଶର ଏହି ବଡ କଂପାନୀ

    June 29, 2025No Comments1 Min Read
    Facebook Twitter LinkedIn Email WhatsApp Copy Link
    ଡୁଲକ୍ସ କଲର ବ୍ରାଣ୍ଡକୁ ୮,୯୮୬ କୋଟି ଟଙ୍କାରେ ହେଲା ବିକ୍ରି, ଜାଣନ୍ତୁ କିଏ କିଣିଲା

    The Samikhsya Desk: ଦେଶର ଗୋଟିଏ ପରିଚିତ କଲର ବ୍ରାଣ୍ଡ ଡୁଲକ୍ସ ପେଣ୍ଟସ ଶେଷରେ ବିକ୍ରି ହୋଇଯାଇଛି। ଦୁଇଦିନ ତଳେ ଏ ନେଇ କଂପାନୀ ତରଫରୁ ସ୍ପଷ୍ଟି କରଣ ଦିଆଯାଇଛି। ଏହା ବ୍ରାଣ୍ଡଟି ଆକଜୋ ନୋବେଲ କଂପାନୀ ଅଧିନରେ ଉତ୍ପାଦନ ହେଉଥିଲା। ହେଲେ ଏହାର ୭୪.୭ ପ୍ରତିଶତ ଅଂଶଧନ ଅନ୍ୟ କଂପାନୀ କିଣି ନେଲା। ଯାହାର ମୂଲ୍ୟ ୮,୯୮୬ କୋଟି ଟଙ୍କା ହେବ।

    ତେବେ ଏହି ବ୍ରାଣ୍ଡକୁ ଯିଏ କିଣିଛି ସେ ହେଉଛି ଦେଶର ଅନ୍ୟତମ ବଡ କଲର କଂପାନୀ। ତାହାର ନାମ ହେଉଛି ଜେଏସଡବ୍ଲୁ ପେଣ୍ଟସ। ଏହା ଜିନ୍ଦଲ ଗ୍ରୁପର ଅନ୍ୟତମ ଏକ କଂପାନୀ ଯାହା କେବଳ କଲର ବା ରଂଗ ଉତ୍ପାଦନ କରେ। ଏହି ଜେଏସଡବ୍ଲୁ କଂପାନୀ ତାହାର ଘୋଷଣା ପତ୍ରରେ ଏହି କିଣା ପକ୍ରିୟା ସଂପର୍କରେ ଘୋଷଣା କରିଛି। ଜିନ୍ଦଲ ଏହି ଡୁଲକ୍ସ ବ୍ରାଣ୍ଡକୁ କିଣିବା ପରେ ଏହା ଦେଶର ଚତୁର୍ଥ ବୃହତ ରଂଗ କଂପାନୀ ଭାବେ ମାନ୍ୟତା ହାସଲ କରିବ। ଭାରତର ୮୦,୦୦୦ ରୁ ୯୦,୦୦୦ କୋଟି ଟଙ୍କା ମୂଲ୍ୟର ରଙ୍ଗ ବଜାରରେ ଏହି ଜେଏସଡବ୍ଲୁ ପେଣ୍ଟସ ପ୍ରବେଶ କରିବ।

    Dulux Paints ଡୁଲକ୍ସ ପେଣ୍ଟସ ପେଣ୍ଟ କଂପାନୀ
    Share. Facebook Twitter LinkedIn Email WhatsApp Copy Link
    Previous Articleଝିଅମାନଙ୍କ ପାଇଁ ଏହି ଚାରୋଟି ଟିକା ଜରୁରୀ, ତୁରନ୍ତ ଦିଅନ୍ତୁ ଧ୍ୟାନ
    Next Article ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାର ଏହି ୩ ଟି ମୁଖ୍ୟ କାରଣ: ଏଥିପାଇଁ ଚିନ୍ତିତ ଅଧିକାଂଶ ଦମ୍ପତି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.