Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବିଜେପି ବିଧାୟକଙ୍କୁ ଷ୍ଟାଣ୍ଡିୟମ ଭିତରକୁ ଛାଡିଲେନି ମହିଳା ପୋଲିସ ଅଫିସର, ଭିଡିଓ ହେଲା ଭାଇରାଲ
    ଆଜିର ଖବର

    ବିଜେପି ବିଧାୟକଙ୍କୁ ଷ୍ଟାଣ୍ଡିୟମ ଭିତରକୁ ଛାଡିଲେନି ମହିଳା ପୋଲିସ ଅଫିସର, ଭିଡିଓ ହେଲା ଭାଇରାଲ

    June 30, 2025No Comments1 Min Read
    Facebook Twitter LinkedIn Email WhatsApp Copy Link
    ବିଜେପି ବିଧାୟକଙ୍କୁ ଷ୍ଟାଣ୍ଡିୟମ ଭିତରକୁ ଛାଡିଲେନି ମହିଳା ପୋଲିସ ଅଫିସର, ଭିଡିଓ ହେଲା ଭାଇରାଲ

    The Samikhsya Desk: ଜଣେ ମହିଳା ପୋଲିସ ଅଧିକାରୀ ବିଜେପି ବିଧାୟକଙ୍କ ସହିତ ଯୁକ୍ତିତର୍କ ହେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁଇଜଣ ମହିଳା ପୋଲିସ ଅଧିକାରୀ ସେହି ବିଧାୟକଙ୍କ ସହିତ ଯୁକ୍ତିତର୍କ ଚାଲିଛି।

    ଘଟଣାରୁ ଜଣାପଡିଛି ଯେ, ଭାରତୀୟ ଜନତା ପାର୍ଟି ଏମଏଲସି ଅରୁଣ ପାଠକ ଏକ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଥିଲେ। ଏଥିରେ ବିଧାୟକଙ୍କ ସହିତ ଅସ୍ତ୍ରଶସ୍ତ୍ର ଧରି ଥିବା ସୁରକ୍ଷା କର୍ମି ମଧ୍ୟ ଥିଲେ। ଏକ କ୍ରିକେଟ ଷ୍ଟାଡିୟମରେ ଅସ୍ତ୍ରଶସ୍ତ୍ର ସହିତ ତାଙ୍କ ସୁରକ୍ଷା କର୍ମୀଙ୍କୁ ପ୍ରବେଶ କରିବାକୁ ମନା କଲେ କାନପୁର ଅତିରିକ୍ତ ଡେପୁଟି ପୋଲିସ କମିଶନର (ଏଡିସିପି) ଅଞ୍ଜଳି ବିଶ୍ୱକର୍ମାଷ ଫଳରେ ତାଙ୍କ ସହିତ ହେଲା ପ୍ରବଳ ଯୁକ୍ତିତର୍କ । ତାଙ୍କୁ ଭିତରକୁ ନ ଛାଡିବାରୁ ବିଧାୟକ ଫେରିଯାଇଥିଲେ।

    https://demo.ratnatechnology.co.in/thesamikhsya/wp-content/uploads/2025/06/BJPMLA.mp4

    ଏହି ଘଟଣା ଜୁନ୍ 30, ରବିବାର ଦିନ ଉତ୍ତର ପ୍ରଦେଶର କାନପୁର ସହରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଏକ କ୍ରିକେଟ ମ୍ୟାଚ୍ ସମୟରେ ଘଟିଥିଲା। ବିଜେପି ସାଂସଦ ରମେଶ ଅବସ୍ଥିଙ୍କ ଦ୍ୱାରା ‘ଅପରେସନ୍ ସିନ୍ଦୂର’ ଅଧୀନରେ ଏକ ମ୍ୟାଚ୍ ଆୟୋଜନ କରାଯାଇଥିଲା, ଯେଉଁଥିରେ ସେନା ଏକାଦଶ ଏବଂ ସାଂସଦ ଏକାଦଶର ଦଳ ସାମିଲ ଥିଲେ। ଏମଏଲସି ଅରୁଣ ପାଠକଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା।

    କାନପୁର ବିଜେପି ବିଧାୟକ ମହିଳା ପୋଲିସ ଅଫିସର
    Share. Facebook Twitter LinkedIn Email WhatsApp Copy Link
    Previous Articleଆସନ୍ତାକାଲିଠାରୁ ମହଙ୍ଗା ହେବ ଟ୍ରେନରେ ଯାତ୍ରା କରିବା: ଜାଣନ୍ତୁ କେତେ ବଢିବ ଭଡ଼ା?, ଜାଣନ୍ତୁ ସବୁକିଛି
    Next Article ବାଣପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଆଇନ ସଚେତନତା କାର୍ଯ୍ୟକ୍ରମ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.