ଭଦ୍ରକ: ଗତ ୧୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସବୁବର୍ଗର ବିକାଶ ପ୍ରତି ଧ୍ୟାନ ଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କେନ୍ଦ୍ର ସରକାର ଭାରତର ସବୁ ରାଜ୍ୟର ବିକାଶ ଓ ପ୍ରଗତି ପ୍ରତି ଧ୍ୟାନ ଦେଉଥିବା କହିଛନ୍ତି ଭଦ୍ରକ ଜିଲ୍ଲା ବନ୍ଧ ବ୍ଲକ କେନ୍ଦୁଆପଦା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଶଶିଶେଖର କରଶର୍ମା। ରାଷ୍ଟ୍ରପତି ପୁରସ୍କାର ପାଇଥିବା ଶିକ୍ଷକ ଶ୍ରୀ କରଶର୍ମା ମୋଦୀ ସରକାରଙ୍କ ସୁଶାସନକୁ ପ୍ରଶଂସା କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ସମ୍ଭବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ମୋଦୀଙ୍କ ସରକାରଙ୍କ ୧୧ ବର୍ଷର ଶାସନ: ଜାଣନ୍ତୁ କ’ଣ କହିଲେ ଭଦ୍ରକର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ?
No Comments1 Min Read
Previous Articleମାଇଁ ଭାରତ 2.0 ପ୍ଲାଟଫର୍ମ ବିକଶିତ କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ
Related Posts
Add A Comment

