ରାଜ୍ୟ ଖବର

ପୁରୀ: ଗତକାଲିଠାରୁ ମହାପ୍ରଭୁଙ୍କ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହୋଇଛି ଆଡ଼ପ ଦର୍ଶନ। ପ୍ରଥମ ଦିନରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଲମ୍ବା ବ୍ୟାରିକେଡ଼ରେ ଭକ୍ତମାନେ…

ଭଦ୍ରକ: ଗତ ୧୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସବୁବର୍ଗର ବିକାଶ ପ୍ରତି ଧ୍ୟାନ ଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କେନ୍ଦ୍ର…

ଭୁବନେଶ୍ଵର: ଊନବିଂଶ ପରିସଂଖ୍ୟାନ ଦିବସ ଉପଲକ୍ଷେ ଭୁବନେଶ୍ବର ଲୋକସେବା ଭବନଠାରେ ଏକ ତିନିଦିନିଆ କର୍ମଶାଳା ଆୟୋଜିତ ହୋଇଛି। ସୋମବାର ଦ୍ବିତୀୟ ଦିନରେ ପରିସଂଖ୍ୟାନର ଆଭିମୁଖ୍ୟ ଓ ପଦ୍ଧତି…

ଭୁବନେଶ୍ୱର: ଭୁବନେଶ୍ବରର ବିଭିନ୍ନ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକଗଣ ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରଥଯାତ୍ରା ସମୟରେ ସେମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ…

ଭୁବନେଶ୍ବର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଅତିରିକ୍ତ କମିଶନର ନରସିଂହ ଭୋଳଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ…

ଭୁବନେଶ୍ବର: ଆଜି ଭୁବନେଶ୍ବର ମହାନଗର ନିଗମ ଅଫିସ ଭିତରେ ପଶି ଡେପୁଟି କମିଶନରଙ୍କୁ ମାଡ ମାରିଛନ୍ତି ଦୁର୍ବତ୍ତ। ସେମାନେ ଅଫିସରେ ଜନଶୁଣାଣି ଚାଲିଥିବା ବେଳେ ଡେପୁଟି କମିଶନର…

ଭୁବନେଶ୍ବର: ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ…

ଭୁବନେଶ୍ଵର: ବିପଦ ସମୟରେ ସହାୟତାର ହାତ ବଢ଼ାଇ ମାନବିକତାର ପ୍ରଦର୍ଶନ କରିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ବିଧାୟକ ଗୌରୀଶଙ୍କର ମାଝୀ।…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନ ବ୍ରାହ୍ମଣିଆପଲ୍ଲୀ ଗାଁରେ ଜଣଙ୍କୁ…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୋଧୁରୀ): ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ପୁରା ବିପର୍ଯ୍ୟସ୍ତ। ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଭୀଷ୍ମଗିରି ବଡ଼ଗୋଲା ସାହିରେ ବି…